ଜିଲ୍ଲାପାଳଙ୍କ ବୁଢ଼ୀପଦର ଗ୍ରାମ ପଞ୍ଚାୟତ ପରିଦର୍ଶନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ପଞ୍ଚାୟତ ସମିତି ଅନ୍ତର୍ଗତ ବୁଢ଼ୀପଦର ଗ୍ରାମ ପଞ୍ଚାୟତକୁ ବଲାଙ୍ଗିର ଜିଲ୍ଲାପାଲ ଗୌରବ ଶିବାଜୀ ଇସଲୱାର ପରିଦର୍ଶନ କରିଥିଲେ ଏବଂ ଖୁସିବ୍ୟକ୍ତ କରିଥିଲେ । ଏହି ସମୟରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ସରୋଜ ମେହେର, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟପାଣି ଉଡୁ, ସରପଞ୍ଚ ଲକ୍ଷ୍ମୀ ପଧାନଙ୍କ ସମେତ ଲୋଇସିଂହା ବ୍ଲକ କାର୍ଯ୍ୟାଳୟ ସମସ୍ତ ବିଭାଗୀୟ ଅଧିକାରୀ ଓ ପଞ୍ଚାୟତ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.