csstore

ଶୌଚାଳୟ ଓ ପିଇବା ପାଣି ସମସ୍ୟା

  • ସମସ୍ୟାର ସମାଧାନ ପାଇଁ ବିଶ୍ୱବିଦ୍ୟାଳୟକୁ ଖୁଚୁରା ଦାନ କଲେ ଛାତ୍ରଛାତ୍ରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଶୌଚାଳୟ ଓ ପାନୀୟ ଜଳ ସମସ୍ୟା ଲାଗି ରହିଛି । ବିଜୁ ଛାତ୍ର ଜନତା ଦଳ ଏ ସବୁ ସମସ୍ୟା ଉପରେ କୁଳପତି, ରେଜିଷ୍ଟରରଙ୍କୁ ବାରମ୍ବାର ଜଣାଇ ଥିଲେ କିନ୍ତୁ ଫଣ୍ଡ ନ ଥିବାରୁ ସମସ୍ୟାର ସମାଧାନ ହୋଇପାରୁନି ବୋଲି ବାରମ୍ବାର ଉତ୍ତର ମିଳିଥିଲା । ତେଣୁ ଆଜି ବଲାଙ୍ଗିର ବିଜୁ ଛାତ୍ର ଜନତା ଦଳର ସଭାପତି ସୁମନ କୁମାର ନନ୍ଦଙ୍କ ନେତୃତ୍ୱରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ଖୁଚୁରା ଅର୍ଥ ସଂଗ୍ରହ କରି ବିଶ୍ଵବିଦ୍ୟାୟର କୁଳପତିଙ୍କୁ ପ୍ରଦାନ କରିବା ସହ ଏହି ଫଣ୍ଡରେ ସମସ୍ୟା ସମାଧାନ କରିବାକୁ ଆଗ୍ରହ କରିଛନ୍ତି ।

jayashree
Leave A Reply

Your email address will not be published.