ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଡୁଡ଼କିଝୁରିଆ ଗ୍ରାମ ନିକଟସ୍ଥ ଜଙ୍ଗଳରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପାଇକମାଳ ପୋଲିସ । ତେବେ ମୃତ ଯୁବକ ସେହି ଗ୍ରାମର ଚନ୍ଦ୍ରଶେଖର ଭୋଇ ବୋଲି ଜଣା ପଡ଼ିଥିବା ବେଲେ, ଗତ କିଛି ଦିନ ହେଲା ତାଙ୍କର ମସ୍ତିଷ୍କ ସ୍ଥିତି ଠିକ ନଥିଲା ଏବଂ କାଲି ସନ୍ଧ୍ୟାରେ କାହାକୁ କିଛି ନଜଣେଇ ଘରୁ ଯାଇଥିବା ବେଲେ ଆଜି ସକାଳୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ପରିବାର ଲୋକଙ୍କ ଠୁ ପ୍ରାଥମିକ ତଦନ୍ତରୁ ଜଣା ପଡ଼ୁଥୁବା ବେଲେ ଶବକୁ ଜବତ ସହ ବ୍ୟବଛେଦ ପାଇଁ ପଠାଇ ପୋଲିସ ଅନ୍ୟ ଦିଗମାନଙ୍କୁ ତଦନ୍ତ କରୁଥିବା ସୂଚନା ରହିଛି ।
Prev Post
Next Post