ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଞ୍ଜର ଜୟପୁର ବନ ବିଭାଗ ଅଧିକାରୀ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କୋରାପୁଟ ଜିଲ୍ଲାର ଜୟପୁର ବନାଞ୍ଚଳ ରେଞ୍ଜର ଡେପୁଟି ରେଞ୍ଜର-କମ-ଇନଚାର୍ଜ ରେଞ୍ଜର ରାମଚନ୍ଦ୍ର ନାୟକଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଗିରଫ କରିଛି । ତାଙ୍କରି ଏକ କାଳୀନ ୬ ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରି ତାଙ୍କରି କୁବେର ଧନ ଜବତ କରିଛି, ଭିଜିଲାନ୍ସ । କୁବେର ସାଜିଥିବା ସୁନା, ପୂଳାପୁଳା ଟଙ୍କା ଜବତ କରିବା ସହ ତାଙ୍କ ପୈତୃକ ଜମି, ଆପାର୍ଟମେଣ୍ଟ, ସରକାରୀ କୋଠାରେ ଭିଜିଲାନ୍ସ ଟିମର ରେଡ୍ ଭିଜିଲାନ୍ସ ବିଭାଗ ତଦନ୍ତ ଜାରୀ ରଖିଛି ।

jittmm
Leave A Reply

Your email address will not be published.