jsm

ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସମ୍ବିଧାନ ବଞ୍ଚାଅ ସମାବେଶ

csstore

ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ଆଜି ମୟୂରଭଞ୍ଜ ଜିଲ୍ଲା(ପୂର୍ବ) କଂଗ୍ରେସ କମିଟି ତତଫରୁ, ସଂଯାଜିକା ସରସ୍ୱତୀ ହେମ୍ବ୍ରମ୍, ପୂର୍ବତନ ସାଂସଦ ସୁଶ୍ରୀ ସୁଶୀଳା ତିରୀୟା ଏବଂ ଜିଲ୍ଲାର ପର୍ଯ୍ୟବେକ୍ଷକ ପଞ୍ଚାନନ ମଣ୍ଡଳଙ୍କ ପୌରହିତ୍ୟରେ ଏକ ହଜାରରୁ ଅଧିକ କଂଗ୍ରେସ କର୍ମୀମାନଙ୍କ ବିଶାଳ ପଟୁଆର ନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେଠାରେ ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମର ଆଗାଜ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଯଥା ପ୍ରଭାସ କର ମହାପାତ୍ର ମୋରୋଡ, ପ୍ରମୋଦ କୁମାର ହେମ୍ବ୍ରମ୍ ବାରିପଦା, ଦୁର୍ଗା ଚରଣ ଟୁଡୁ ଉଦଳା, ମୂରଲୀଧର ନାୟକ ବାଂଗ୍ରିପୋଷୀ, ଜ୍ୟୋତି ରଥ, ଯୋଗେଶ ଅଗ୍ରୱାଲ, ନିରୋଜ ଦାସ,ପ୍ରଦୀପ ମିଶ୍ର , ବୃନ୍ଦାବତୀ ମହାପାତ୍ର, ରଶ୍ମୀତା ମିଶ୍ର, ଇତି ମିଶ୍ର, ଛାତ୍ର ନେତା ହରିହର ସାହୁ, ଯୁବ ନେତା ମହମ୍ମଦ ନାଜିର ଉଲ୍ ହକ, ଅଶୋକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

yuvodaya
Leave A Reply

Your email address will not be published.