csstore

ହାଇସ୍କୁଲ ପରୀକ୍ଷାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ଶତ ପ୍ରତିଶତ ଫଳାଫଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବିଗତ ଶିକ୍ଷାବର୍ଷରେ ହାଇସ୍କୁଲ ପରୀକ୍ଷାରେ ସଫଳତାର ଶତପ୍ରତିଶତ ଫଳାଫଳ ରଖିଛି । A1ରେ ୫ ଜଣ ଗଜେନ୍ଦ୍ର ମହାରଣା ୫୬୬ ମାର୍କ ୯୪.୩୩ %, ଲୋକପାଳ ପ୍ରଧାନ ୫୫୫ମାର୍କ ୯୨.୫୦%,ଗୋଲଡି ବେହେରା ୫୪୯ମାର୍କ ୯୧.୫୦%, ସ୍ଵସ୍ତିକ ବିଶି ୫୪୪ ମାର୍କ ୯୦.୬୬%,ଖୋଲା ମଞ୍ଜରୀ ସାହା ୫୪୦ ମାର୍କ ୯୦% ରଖି ଉର୍ତ୍ତିର୍ଣ୍ଣ ହୋଇଥିବା ବେଳେ A2 -୦୮ ଜଣ, B1-୧୪ ଜଣ , B2 -୨୮ ଜଣ , C- ୦୯ ଜଣ, D- ୦୨ ଜଣ ଏହିପରି ଭାବରେ ସଫଳତାର ସହ ୬୬ଜଣ ଶତପ୍ରତିଶତ ଫଳାଫଳ ରଖି ବିଦ୍ୟାଳୟକୁ ଗୌରବାନ୍ୱିତ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଧାନ ଆଚାର୍ଯ୍ୟ ଗୁରୁଜୀ ଗୁରୁମା ଅଭିଭାବକ ଅଭିଭାବିକା ପରିଚାଳନା କମିଟୀର ସଭ୍ୟସଭ୍ୟା ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ଶ୍ରେୟ ରହିବା ସହ ଖୁସିର ଲହରୀ ଖେଲିଯାଇଛି ।

jayashree
Leave A Reply

Your email address will not be published.