oom

ପୂର୍ବତନ ସୈନିକ ସଂଘ କାର୍ଯ୍ୟାଳୟରେ ନେତାଜୀ ଜୟନ୍ତୀ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ସୈନିକ କାର୍ଯ୍ୟାଳୟ ପରିସରରେ ନେତାଜୀ ଜୟନ୍ତୀ ପାଳିତ ହୋଇ ଯାଇଛି । ସଂଘର ସମସ୍ତ ସଦସ୍ୟ ନେତାଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ସଂଘର ସଂପାଦକ ସ୍ୱାଧିନତା ପାଇଁ ତାଙ୍କର ବଳିଷ୍ଠ ନେତୃତ୍ୱ ଉପରେ ଆଲୋକପାତ କରିଥିଲେ । ନେତାଜୀ ୧୨୫ତମ ଜୟନ୍ତୀ ଅବସରରେ ସଂଘର ସଭାପତି ବିଭୂତି ଭୂଷଣ ପାଣିଗ୍ରାହୀ, ଉପସଭାପତି ସର୍ବେରାମ ପଟେଲ, କୋଷାଧ୍ୟକ୍ଷ ଘାସିରାମ ବେହେରା, ସଦସ୍ୟ ଶଙ୍କର ଯୁଏଡ, ବାଲିକୁଦ ସେଠ, ଶମ୍ମୁ ପ୍ରସାଦ ବିଶ୍ୱାଳ, ଅରୁଣ ବିଶ୍ୱାଳ, ଅରୁଣ ବାରିକ, ବିବେକ ଭୋଇ, ନୟନ ଅଗସ୍ତି, ନରହରୀ ପଟେଲ, କୃଷ୍ଣଚନ୍ଦ୍ର ମାଝୀ, ଶୁଶିଲ ପଟେଲ ପ୍ରମୂଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.