lika

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୌରଅଧ୍ୟକ୍ଷାଙ୍କ ସହ ପୌର ପରିଷଦର ସମସ୍ତ କାଉନସିଲର

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୌରଅଧ୍ୟକ୍ଷାଙ୍କ ସହ ପୌର ପରିଷଦର ସମସ୍ତ କାଉନସିଲର । ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ବଲାଙ୍ଗିର ସହରର ବିଭିନ୍ନ ପୋଖରୀର ପୁନରୁଦ୍ଧାର ପାଇଁ ବଲାଙ୍ଗିର ପୌର ପରିଷଦର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ନେତୃତ୍ୱରେ ପୌରପରିଷଦର ସମସ୍ତ ଜନପ୍ରତିନିଧି ତଥା କାଉନସିଲର ବଲାଙ୍ଗିର ଜିଲ୍ଲାପାଳଙ୍କୁ ଭେଟିବା ସହ ସମସ୍ୟା ଗୁଡ଼ିକ ଉପରେ ଅବଗତ କରାଇଥିଲେ । ସହରରେ ଥିବା ବିଭିନ୍ନ ପୋଖରୀ ତଥା ଜଳାଶୟ ଗୁଡ଼ିକର ପୁନରୁଦ୍ଧାର ପାଇଁ ସରକାରୀ ଅନୁଦାନ ପ୍ରଦାନ ପାଇଁ ଦାବୀ ଜଣାଇଛନ୍ତି ପୌର ପରିଷଦର ଜନପ୍ରତିନିଧିମାନେ ବୋଲି ଜଣାପଡିଛି ।

babaa
Leave A Reply

Your email address will not be published.