oom

ଆଖିଲ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ଜିଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାର ବିଦ୍ୟୁତ ଦେୟ ବୃଦ୍ଧି କରିବାକୁ ଯାଉଥିବା ନିଷ୍ପତ୍ତି ପ୍ରତିବାଦରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଗତକାଲି ଆଭାସି ମାଧ୍ୟମରେ ହୋଇଥିବା ବୈଠକ ନିଷ୍ପତ୍ତି ଅନୁସାରେ ଅନି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ବୃଦ୍ଧି ନିଷ୍ପତ୍ତିର ପ୍ରତ୍ୟାହାର ଦାବି କାରି ବର୍ତ୍ତମାନର ପ୍ରଚଳିତ ବିଦ୍ୟୁତ ଦର ବଳବତ୍ତର ରଖିବାକୁ ଦାବି ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଗ୍ରାହକ ପଞ୍ଚାୟତ ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀଙ୍କ ନେତୃତ୍ୱରେ ରାଜ୍ୟ ସାଧାରଣ ସମ୍ପାଦକ ମାଣିକ ଲାଲ୍ ବର୍ମା, ଜିଲ୍ଲା ଉପସଭାପତି ମହେଶ୍ୱର ସାହୁ, କାର୍ଯ୍ୟକାରୀ ସଦସ୍ୟ ଅଶୋକ କୁମାର ମିଶ୍ର, ଉମାଶଙ୍କର ସାହୁ ପ୍ରମୁଖ ପ୍ରଦାନ ନେଲେ ଉପସ୍ଥିତ ଥିଲେ । ଗତ କାଲି ଅନୁଷ୍ଟିତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା ପଶ୍ଚିମପ୍ରାନ୍ତ ସଭାପତି ଶଶିଭୁଷଣ ପୁରୋହିତ, ଇଞ୍ଜିନିୟର କିଶୋର କୁମାର୍ ସାହୁ, ଦିବାକର ହୋତା, ମହିଳା ସହସଂଯୋଜିକା ମିନାକ୍ଷୀ ନାଏକ ସୁନ୍ଦରଗଡ଼ ପ୍ରମୁଖ ଆଭାଷି ବୈଠକରେ ଉପସ୍ଥିତ ଥିଲେ ।।

jittmm
Leave A Reply

Your email address will not be published.