oom

ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତି ପାଇଲେ ଦୀନେଶ ଶର୍ମା

jsmm

ବଲାଙ୍ଗୀର, (ଦେବାଶିଷ ମିଶ୍ର) : ଆଜି ରାଜ୍ୟ ବିଜେପି ପକ୍ଷରୁ ଅନେକ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ, ବଲାଙ୍ଗିର ଜିଲ୍ଲା ବିଜେପି ଯୁବନେତା ଦୀନେଶ ଶର୍ମାଙ୍କୁ ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତି କରାଯାଇଛି । ଶ୍ରୀ ଶର୍ମା ଏଥିପାଇଁ ରାଜ୍ୟ ପଦାଧିକାରୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ସେ ତାଙ୍କ ରାଜନୀତି ଜୀବନରେ ଏବିଭିପି ପ୍ରମୁଖ, ରାଜେନ୍ଦ୍ର କଲେଜ ସଂପାଦକ, ଟାଉନ ଛାତ୍ର ଯୁବମୋର୍ଚ୍ଚା ସଭାପତି, ଜିଲ୍ଲା ସଂପାଦକ, ମାହେଶ୍ୱର ସଂଗଠନର ଉପଦେଷ୍ଟା, ସୋନପୁର ଜିଲ୍ଲା ପ୍ରଭାରୀ, ବଲାଙ୍ଗିର ମେଡିକାଲ କଲେଜର ଏମ୍‌ପି ନୋମିନୀ ଏବଂ ବଲାଙ୍ଗିର ଜିଲ୍ଲା ବିଜେପି ମେଡିଆ ସେଲ ପ୍ରଭାରୀ ଭାବରେ ଦାୟିତ୍ୱ ତୁଳାଇ ଥିଲେ ।

jittmm
Leave A Reply

Your email address will not be published.