oom

ପ୍ରଦୀପ କୁମାର ନାଗଙ୍କୁ ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ପରିଷଦ, ବଲାଙ୍ଗିର ଶାଖା ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କୁ ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ପରିଷଦ, ବଲାଙ୍ଗିର ଶାଖା ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇପ୍ରଦୀପ କୁମାର ନାଗଙ୍କୁ ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ପରିଷଦ, ବଲାଙ୍ଗିର ଶାଖା ତରଫରୁ ସ୍ବାଗତ ସମ୍ବର୍ଦ୍ଧନାି । ପରିଷଦର ଉପସଭାପତି କମଳ ଲୋଚନ ବିଶ୍ଵାଳଙ୍କ ନେତୃତ୍ୱରେ ଅତିରିକ୍ତ ସାଧାରଣ ସମ୍ପାଦକ ନୀଳକଣ୍ଠ ସୁନା, ବିଶ୍ଵାମିତ୍ର ନାଗ, ବାଳକୃଷ୍ଣ ମହାନନ୍ଦ, ହେମନ୍ତ ବାରିକ, ମହେନ୍ଦ୍ର ନାଗ, ମହଡ ବାରିକ, ଲୋଚନ ଛତ୍ରିଆ, ଗୋପାଳ ବାରିକ, ସୁରେଶ ଭୋଇ, କାର୍ତ୍ତିକ ହରପାଲ, ସହଦେବ ଧରୁଆ, ସଦାନନ୍ଦ ଭୋଇ, ରାମଚନ୍ଦ୍ର ଦୀପ, ଘନଶ୍ୟାମ ସୁନା, କୌତୁକ ପନ୍ଦର, ହୃଷୀକେଶ ଦାସ ପ୍ରମୁଖ ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.