oom

ମସିଣାଗୋରା ଶିଶୁ ମନ୍ଦିର ପକ୍ଷରୁ ମାତୄପିତୃ ସମ୍ମିଳନୀ

jsmm

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ମସିଣାଗୋରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ପିତୃମାତୄ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । କଣ୍ଟାମାଳ ଖଣ୍ତ ଶାରିରୀକ ପ୍ରମୁଖ କୌଳାଶ ଚନ୍ଦ୍ର ମୁଦୁଲି ମୁଖ୍ୟ ଅତିଥି, ଜିଲ୍ଲା ସେବା ପ୍ରମୁଖ ସୁଶାନ୍ତ ବାରିକ, ଶିକ୍ଷାବିଦ ଦେବାଧି ମଲିକ ସମ୍ମାନିତ ଅତିଥି ଏବଂ ମୁଖ୍ୟବକ୍ତା ଭାବେ କଣ୍ଟାମାଳ ସଙ୍କୁଳ ବିଦ୍ୟୁତ ପରିଷଦ ସଭାପତି କାର୍ତ୍ତିକେଶ୍ବର ବେହେରା ଯୋଗଦେଇ ଗୋଷ୍ଠୀ ଶିକ୍ଷା ଏବଂ ରାମ ମନ୍ଦିର ନିର୍ମାଣ ନିଧି ସଂଗ୍ରହ ଉପରେ ଆଲୋଚନା କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା ପ୍ରତିମା ଦେହୁରୀଆ ଧନ୍ୟବାଦ ଦେଇଥିଲେ । ପ୍ରଧାନ ଆଚାର୍ୟ୍ୟ ସୁଶାନ୍ତ ସାହୁ, ଗୁରୁମା ସଂଯୁକ୍ତା ବେହେରା, ସାଏବନି ପାତ୍ର, ସନ୍ଧ୍ୟାରାଣୀ ମନହିରା, ଝରଣା ପ୍ରଧାନ, ବେଦମତି କୁଦେଇ, ମମିତା ରଣା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.