csstore

ଶିଶୁକନ୍ୟା ବିକ୍ରି ଘଟଣାରେ ୨ ଜଣ ଗିରଫ : ଘଟଣାସ୍ଥଳରେ ପହଞ୍ଚିଲେ ଜିଲ୍ଲା ପ୍ରଶାସନ ଅଧିକାରୀମାନେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଶୁକ୍ରବାର ସନ୍ଧ୍ୟାରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାର, ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରି, ପାଟଣାଗଡ ଉପଜିଲ୍ଲାପାଳ ସୁନିଲ ମେହେର, ଏସ୍‌ଡିପିଓ ସଦାନନ୍ଦ ପୁଝାରୀ, ଖପ୍ରାଖୋଲ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ଗୋଷ୍ଠୀମୁଖ୍ୟ ଚିକିତ୍ସା ଅଧିକାରୀ ସୁରଜ ଦୀପ ପ୍ରମୁଖ ଶିଶୁର ପରିବାର ବର୍ଗଙ୍କ ଘରେ ପହଞ୍ଚି ସେମାନଙ୍କ ଆର୍ଥିକ ସ୍ଥିତି ପରଖିବା ସହ ଶିଶୁକୁ ନେଇଥିବା ରାଜେଶ ମିତ୍ତଲ ଏବଂ ଲାଠୋରର ମଧ୍ୟସ୍ଥି ଆଲୋକ ଅଗ୍ରୱାଲକୁ ଗିରଫ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।

jayashree
Leave A Reply

Your email address will not be published.