ପୋଲିସକୁ ମିଳିଲା ବଡ ସଫଳତା : ଜୁଏଲେରୀ ଶୋ’ରୁମରୁ ଚୋରୀ ଘଟଣାରେ ଅଭିଯୁକ୍ତ ଗିରଫ

କଟକ : ପୋଲିସକୁ ମିଳିଲା ବଡ ସଫଳତା ଡିସେମ୍ବର ୫ତାରିଖରେ ଜଗତପୁର ଅଂଚଳରେରେ ଥିବା ଏକ ଜୁଏଲେରୀ ଶୋ’ରୁମ ଚୋରୀ ଘଟଣାରେ ଅଭିଯୁ‌କ୍ତକୁ ଗିରଫ କରିଛି ପୋଲିସ । ପୋଲିସ ଏହି ଘଟଣାରେ ୪ଜଣ ଚୋର ଓ ଚୋରି ଗହଣା କିଣିଥିବା ବ୍ୟବସାୟୀଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୨୫ କେଜି ରୁପା, ୩୮୫ ଗ୍ରାମ ସୁନା, ୧୨୪୦୦ ଟଙ୍କା, ଗୋଟିଏ କାର, ୨ଟି ମୋଟର ସାଇକେଲ ଓ ୪ଟି ମୋବାଇଲ ଜବତ ହୋଇଛି ।

Leave A Reply

Your email address will not be published.