ଉପଜିଲ୍ଲାପାଳଙ୍କ ନାଲି ଫିତା ତଳେ (ଏନ.ଏଫ.ବି.ଏସ) ହିତାଧିକାରୀଙ୍କ ଫୈଳସ୍ଥାଗିତ ଗରିବ ବିଧବା ମହିଳା ହଇରାଣ

ତୁରେକେଲା, (ପିତାମ୍ବର ଦୀପ) : ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନାରେ କରୁଛନ୍ତି ହେଲେ ବେଳେ ବେଳେ ସେହି ଯୋଜନା କାର୍ଯ୍ୟକାରୀ ନ ହେବା ଫଳରେ ଲୋକେ ହଇରାଣ ହେଉଥିବା ଦେଖିବାକୁ ମିଳୁଛି । ଜାତୀୟ ପାରିବାର କଲ୍ୟାଣ ଯୋଜନା ମାଧ୍ୟମରେ ୧୮ରୁ ୬୦ବର୍ଷ ଭିତରେ ଯେଉଁ ଗରିବ ପାରିବାରର ସ୍ୱାମୀଙ୍କ ଦେହାନ୍ତ ହୋଇଥାଏ ତାକୁ ସରକାରଙ୍କ ଏହି ଯୋଜନା ମଧ୍ୟରେ ୨୦ ହଜାର ଟଙ୍କା ଦିଆଯାଏ ଫଳରେ ସ୍ୱାମୀଙ୍କୁ ହରାଇ ଥିବା ବିଧବା ମହିଳା କିଛି ନା କିଛି ତାଙ୍କ ପାରିବାର ପ୍ରତିପୋଷଣରେ ସହାୟତା ହୋଇଥାଏ କିନ୍ତୁ ଏଭଳି ହିତାଧିକାରୀଙ୍କ ଆବେଦନ କରିଥିବା ବିଧବାଙ୍କ ମଞ୍ଜୁର ଆବେଦନ ପତ୍ର ଉପ ଜିଲ୍ଲାପାଳ ଟିଟିଲାଗଡଙ୍କ ଅଫିସ କାର୍ଯ୍ୟାଳୟରେ ବର୍ଷ ବର୍ଷ ପଡି ରହିଥିବା ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.