ଭୀମପାହାଡ଼ରେ ବିଶ୍ଵ ପର୍ଯ୍ୟଟନ ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ବିଶ୍ଵ ପର୍ଯ୍ୟଟନ ଦିବସ ଅବସରରେ ଦେଓଗାଁ ବ୍ଲକର ମୁକୁନ୍ଦପୁର ପଞ୍ଚାୟତ ପର୍ଯ୍ୟଟନ ସ୍ଥଳୀ ଭୀମ ପାହାଡ଼ରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦେଓଗାଁ ବିଡ଼ିଓ କ୍ଷମାନିଧି ଭୋଇ ପରିଚାଳନା କରିଥିବାବେଳେ ବ୍ଲକ ଅଧକ୍ଷ ଦୟାନିଧି ଖମାରୀ, ପୂର୍ବ ବିଦିଶିଶି ସଭାପତି ଲକ୍ଷ୍ମଣ ମେହେର, ଉପଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ, ସହ ଏମ୍‌ବିକେ, ସିଆର୍ପି, ମହିଳା ସ୍ଵଂସହାୟକ ଦଳର ମହିଳାମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.