csstore

ବଦଳିଲେ ଦେଓଗାଁ ବିଡ଼ିଓ

ଦେଓଗାଁ, (ମନୀଷ କୁମାର ସାହୁ) : ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗତ ଗୁରୁବାର ଦିନ ଦେଓଗାଁ ବିଡ଼ିଓ କ୍ଷମାନିଧି ଭୋଇଙ୍କୁ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବିଡ଼ିଓ ଭାବେ ବଦଳି ହୋଇଥିବା ବେଳେ ନୂଆଁପଡ଼ା ଜିଲ୍ଲା ବୋଡ଼େନ ବିଡ଼ିଓ ପ୍ରିୟରଂଜନ କୁମାରଙ୍କୁ ଦେଓଗାଁ ବିଡ଼ିଓ ଭାବେ ବଦଳି ହୋଇଥିବା ସରକାରୀ ସୂଚନା ପତ୍ରରୁ ଜଣାପଡିଛି ।

jayashree
Leave A Reply

Your email address will not be published.