ଦୁଷ୍ଟିହୀନ କଣ୍ଠଶିଳ୍ପୀ ମନିଶ ତାଣ୍ଡି‌ଙ୍କ କଣ୍ଠରେ ପ୍ରେରଣାଧର୍ମୀ ଗୀତ

ବରଗଡ଼ : ଅନ୍ଧ, ମୁକ, ବଧିର ଏବଂ ଶାରିରୀକ ବିକଲାଂଗ ପିଲାଙ୍କ ଉଦ୍ଦେଶ୍ୟରେ ଏକ ସୁନ୍ଦର ପ୍ରେରଣାଧର୍ମୀ ଗୀତ ଇତି ମଧ୍ୟରେ ଆର୍ ଆର୍ ଷ୍ଟୁଡିଓ ବରଗଡରେ ରେକଡିଂ ହୋଇଯାଇଛି । ଏହି ଗୀତକୁ ଲେଖିଛନ୍ତି ଗୀତିକାର ଜନକ ସେଠ୍ ଏବଂ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶୈଲେଶ ସାମଲ୍ । ଏହି ଗୀତକୁ ଗାଇଛନ୍ତି ଦୁଷ୍ଟିହୀନ କଣ୍ଠଶିଳ୍ପୀ ମନିଶ ତାଣ୍ଡି । ଏହି ଗୀତ ବହୁତ ଶୀଘ୍ର ଜନକ ସେଠ୍ ଅଫିସିଆଲ୍ ୟୁଟ୍ୟୁବ ଚେନାଲ୍‌ରେ ମୁକ୍ତିଲାଭ କରିବ ।

Leave A Reply

Your email address will not be published.