ଗିରଫ ହେଲେ କୁବେର କମିଶନର : ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି, ୫୨ ପ୍ଲଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗିରଫ ହେଇଛନ୍‌ ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର । ଆୟ ବର୍‌ହିଭୂତ ସମ୍ପତ୍ତି ଠୋଲ୍‌ ଅଭିଯୋଗ ଥି ଆଜି ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କୁ ଗିରଫ କରିଛେ ଭିଜିଲାନ୍ସ । ଆର୍‌ଗୁଟେ ଆଡେ଼ ଭିଜିଲାନ୍ସ ଚଢ଼ାଉ ଉତ୍‌ରୁ ତାଙ୍କର ସମ୍ପତ୍ତି ତାଲିକା ବଢ଼ି ବଢ଼ି ଚାଲିଥିବାର୍‌ କୁହାଯାଉଛେ । ଶ୍ରୀ ମିଶ୍ର ଗୁର୍‌ଦୁ ସମ୍ପତ୍ତି ଠୋଲ୍‌ କରିଥିବାର୍‌ ଚଢ଼ଉ ନୁ ଜନାପଡ଼ିଛେ । ନିଜ ନାଁ ଥି ସମ୍ପତ୍ତି ଠୋଲ୍‌ କର୍‌ବାର୍‌ ସାଂଗେ ସାଂଗେ ନିଜର୍‌ ସ୍ତ୍ରୀ ଆର୍‌ ପରିବାର ଲୋକଙ୍କର୍‌ ନାଁ ଥି ଗୁର୍‌ଦୁ ସମ୍ପତ୍ତି ରଖିଥିବାର୍‌ ଜାନ୍‌ବାର୍‌କେ ପାଇଛେ ଭିଜିଲାନ୍ସ ବିଭାଗ । ସୋମବାର ଶ୍ରୀ ମିଶ୍ରଙ୍କର୍‌ ଅଫିସ ସାଂଗେ ଉନ୍‌ଝା ୧୦ ଠାନେ ଅତର୍କିତ ଚଢାଉ କରିଥିଲା ଭିଜିଲାନ୍ସ । ଭିଜିଲାନ୍ସ ଟିମ୍‌କେ ଏତ୍‌କି ବେଲ୍‌ ତକ୍‌ ୨ କୋଟିରୁ ଅତ୍‌କା ମୂଲ୍ୟର ସମ୍ପତ୍ତି ମିଳି ସାରିଥିବାର୍‌ କୁହାଯାଉଛେ । ଇତାର୍‌ ସାଂଗେ ଭିଜିଲାନ୍ସ କେ ଭିନ୍‌ ଭିନ୍‌ ଠାନେ ଥିବାର ୫୨ଟା ପ୍ଲଟ, ଫାର୍ମ ହାଉସ ଆର୍‌ ରାଇସ୍‌ ମିଲ୍‌ର ଠିିକ୍‌ନା ମିଲିଥିବା ଜନାପଡ଼ିଛେ । ଆର୍‌ ୮ମାସ ଉତ୍‌ରୁ ଅବସର ନେଇଥିତେ ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର । ହେଲେ ଇତାର୍‌ ଆଘୋନୁ ଭିଜିଲାନ୍ସ ଜାଲ ଥି ଧରାପଡ଼ିଛନ୍‌ ଭୁବନେଶ୍ୱର ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର । ଆୟ ବହିର୍ଭୂତ ସମ୍ପତ୍ତି ଠୋଲ୍‌ ଅଭିଯୋଗ ନେ ସୋମବାର ଭିଜିଲାନ୍ସର ୧୦ଟା ଟିମ୍‌‌ ରାମଚନ୍ଦ୍ରଙ୍କ ଘର ସାଂଗେ ଭୁବନେଶ୍ୱର, ବରଗଡ଼, ବଲାଙ୍ଗିର, ସୋନପୁରର ୧୦ ଠାନେ ଏକକାଳୀନ ଚଢ଼ାଉ କରିଥିଲା ।

Leave A Reply

Your email address will not be published.