ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ରାୟଗଡ଼ା : ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ରାୟଗଡ଼ା ସହରର ଟେଲିଫୋନ୍‌ ଏକ୍ସଚେଞ୍ଜ ଲେନ୍‌ରେ ଘଟିଛି ହତ୍ୟାକାଣ୍ଡ । ବିଳମ୍ବିତ ରାତିରେ ସ୍ତ୍ରୀର ହତ୍ୟା ପରେ ସ୍ଵାମୀ ଫେରାର୍‌ ହୋଇଯାଇଛି । ମୃତ ମହିଳା ହେଲେ ପି. ଗୌରୀ(୪୫) ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.