oom

ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ଓ ବନ ବିଭାଗ ପକ୍ଷରୁ ୭୫ତମ ବନ ମହୋତ୍ସବ ସପ୍ତାହ ପାଳିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ଓ ବନ ବିଭାଗ ପକ୍ଷରୁ ୭୫ତମ ବନ ମହୋତ୍ସବ ସପ୍ତାହ ମହାସମାରୋହରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବନାଞ୍ଚଳଧିକାରୀ ପଦ୍ମନାଭ କୁମ୍ଭାରଙ୍କ ତତ୍ୱାବଧାନରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲ, କାର୍ଯ୍ୟକାରୀ ସଭାପତି ଅଶୋକ ନାରାୟଣ ଭୋଇ, ସମ୍ପାଦକ ହୁଲେଶ୍ୱର ହଂସ, କୋଷାଧ୍ୟକ୍ଷ ଦୀପକ କୁମାର ଦାସ ଯାଦବ, ପ୍ରକୃତିବନ୍ଧୁ ଡ. ନାରାୟଣ ମିଶ୍ର, ବଙ୍ଗୋମୁଣ୍ଡା ବନପାଳ ଶ୍ୟାମସୁନ୍ଦର ସାହୁ, ମହଖଣ୍ଡ ବନପାଳ ଦିବସ ମାଝୀ, ଆମ ଜଙ୍ଗଲ ଯୋଜନାର ବିକାଶ ଅଧିକାରୀ ଶଶୀଭୂଷଣ ଦାସ, ଫରେଷ୍ଟ ଗାର୍ଡ ଚନ୍ଦ୍ରଶେଖର ଦାସ, ସଦସ୍ୟ ରାଧେଶ୍ୟାମ ମେହେର, କୋଶଳି କବି ଭକ୍ତବନ୍ଧୁ ସାହୁ, ସ୍ୱେଚ୍ଛାସେବୀ ବଂଶୀଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ବୃକ୍ଷ ହିଁ ଜୀବନ ଏଣୁ ସମସ୍ତ ସାମ୍ବାଦିକମାନେ ଏକଜୁଟ ହୋଇ ଚାରା ରୋପଣ କରିବା ପାଇଁ ମତ ପ୍ରକାଶ ପାଇଛି । ଏଥିରେ ବହୁ ସଦସ୍ୟମାନେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.