ମାମୁଁ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା

ମୟୂରଭଂଜ : ମାମୁଁ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା । ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ଥାନା ହାଣ୍ଡିଫୁଟା ଗ୍ରାମରେ ଘଟିଛି ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ । ମାମୁ ପୁଅକୁ ଜଣେ ଯୁବକ ହତ୍ୟା କରିଛି । ମୃତ ବ୍ୟକ୍ତିଙ୍କ ନାମ ନୀଳାଞ୍ଚଳ ମୁନା (୩୫) ବୋଲି ଜଣାପଡ଼ିଛି । ଅଭିଯୁକ୍ତଙ୍କ ନାମ ପରମିଲ ପେରା (୧୯) । ପୁଲିସ ଅଭିଯୁକ୍ତକୁ ଗିରଫ କରଥିବା ଖବର ମିଳିଛି ।

Leave A Reply

Your email address will not be published.