ଧୁମ୍-୪ ରେ ଏକାସଙ୍ଗେ ଦର୍ଶକ‌ଙ୍କ ନଜରରେ ଆସିବେ‌ ରିତିକ୍‌ ଓ ଜନ୍

ମୁମ୍ବାଇ : ବଲିଉଡ୍‌ ସିନେମା ଜଗତରେ ବର୍ତ୍ତମାନ ପରଦାକୁ ଆସିବ ଧୁମ୍-୪ । ଧୁମ୍-୪ରେ ଉଭୟ ରିତିକ୍‌ ରୋଶନ ଓ ଜନ ଆବ୍ରାହମ ଏକାସଙ୍ଗେ ଦର୍ଶକ‌ଙ୍କ ନଜର ଆସିବେ ବୋଲି ଚ‌ର୍ଚ୍ଚା ହେଉଛି । ପ୍ରଥମଥର ପାଇଁ ରିତିକ୍‌ ଓ ଜନ୍‌ ଗୋଟିଏ ଫିଲ୍ମରେ ଏକାସଙ୍ଗେ ନଜର ଆସିବେ । ଏହି ଖବର ସାମ୍ନାକୁ ଆସିବା ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ୟଶରାଜ ବହୁ ଦିନରୁ ଉଭୟଙ୍କୁ ଏକାସଙ୍ଗେ ଗୋଟିଏ ଫିଲ୍ମରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ ବୋଲି ଦର୍ଶକଙ୍କ ଆଶା । ଫିଲ୍ମରେ ଦୀପିକା ପାଦୁକୋନଙ୍କୁ ମଧ୍ୟ ଦେଖିବାକୁ ମିଳିବ । ତେବେ ଫିଲ୍ମରେ ଦୀପିକା ପାଦୁକୋନ୍ ଲେଡି ଭିଲେନ୍ ଅବତାରରେ ନଜର ଆସିବେ ।

Leave A Reply

Your email address will not be published.