ଜେଲ୍‌ରେ ଥାଇ ନିର୍ବାଚନ ଜିତିଲେ ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଖୋର୍ଦ୍ଧାରେ ବଦଳିଲା ଇତିହାସ, ଜେଲ୍‌ରେ ଥାଇ ନିର୍ବାଚନ ଜିତିଲେ ପ୍ରଶାନ୍ତ ଜଗଦ୍ଦେବ । ଓଡ଼ିଶା ବିଧାନସଭା ନିର୍ବାଚନ-୨୦୨୪ର ମତଗଣନା ଜାରି ରହିଛି । ଧୀରେ ଧୀରେ ଫଳାଫଳ ଆସୁଛି । ଖୋର୍ଦ୍ଧାରେ ବିଜେଡିର ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ସାହୁଙ୍କୁ ହରାଇଛନ୍ତି ପ୍ରଶାନ୍ତ । ଖୋର୍ଦ୍ଧା ଇତିହାସରେ ବିଜେପିର ଏହା ପ୍ରଥମ ବିଜୟ ହୋଇଛି । ଗଲା ୨୫ତାରିଖରେ ଜେଲ ଯାଇଥିବା ଖୋର୍ଦ୍ଧା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ବିଜୟୀ ହେଲା ପରେ ଖୋର୍ଦ୍ଧାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି ।

Leave A Reply

Your email address will not be published.