ଓଡିଶା ପ୍ରଶାସନିକ ସେବା ଗ୍ରୁପ-କ (କନି‌ଷ୍ଠ ଶାଖା)କୁ ପଦୋନ୍ନତି ପାଇଲେ ଆ‌ର୍ତ୍ତତ୍ରାଣ ଥାଟି

ସୁବ‌ର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ସରକାର ୬୯ ଜଣ ଓଡିଶା ରାଜସ୍ୱ ସେବା ଅଧିକାରୀଙ୍କୁ ଓଡିଶା ପ୍ରଶାସନିକ ସେବା ଗ୍ରୁପ-କ (କନି‌ଷ୍ଠ ଶାଖା)କୁ ପଦୋନ୍ନତି ଦେଇଛନ୍ତି । ଏହି କ୍ରମରେ ସୁବ‌ର୍ଣ୍ଣପୁର ଜିଲ୍ଲାର ସହକାରୀ ଜି‌ଲ୍ଲାପାଳ ଆ‌ର୍ତ୍ତତ୍ରାଣ ଥାଟି ମଧ୍ୟ ପଦୋନ୍ନତି ପାଇଛନ୍ତି । ତାଙ୍କ ପଦୋନ୍ନତି ଯୋଗୁଁ ବିଭି‌ନ୍ନ ମହଲରୁ ତା‌ଙ୍କୁ ଶୁଭେ‌ଚ୍ଛା ପ୍ରଦାନ କରାଯାଇଥିବା ବେଳେ ସେ ଓଡ଼ିଶା ସରକାର‌ଙ୍କୁ କୃତଜ୍ଞତା ଜଣାଇଛ‌ନ୍ତି ।

Leave A Reply

Your email address will not be published.