oom

ଜୟ ମହାକାଳ ଗ୍ରୁଫ୍‌ ତରଫରୁ ବନ୍ଧୁ ମିଳନ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଜୟ ମହାକାଳ ଗ୍ରୁପ୍‌ ତରଫରୁ ସ୍ଥାନୀୟ ଭୀମ ଡୁଙ୍ଗୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି ବନ୍ଧୁ ମିଳନ । ନିରଞ୍ଜନ ମିଶ୍ରଙ୍କ ନେତୃତ୍ୱାଧୀନ ଏହି ବନ୍ଧୁ ମିଳନରେ ୨୫ ରୁ ୩୦ ଜଣ ସଦସ୍ୟ ଟୁଲୁ, ମିଲୁ, ସଚିନ୍‌ ସାହୁ, ଶଙ୍କର ବିଶି, ସରୋଜ ପ୍ରଧାନ, ଲବନି ନାୟକ, ଇଫାନ୍‌, କ୍ରିଷ୍ଣା, ରଜତ, ଡବ୍ଲ୍ୟୁ, ସାଗର, ଜିତେନ୍‌, ବିକି, ଭାଗିରଥୀ ସହ ଅନ୍ୟାନ୍ୟ ବହୁ ସଦସ୍ୟ ଯୋଗଦାନ କରିଥିଲେ ଏବଂ ଆଗାମୀ ବର୍ଷ ମଧ୍ୟ ଏହାକୁ ଧୁମ୍‌ଧାମ୍‌ରେ ପାଳନ ପାଇଁ ସମସ୍ତେ ମତବ୍ୟକ୍ତ କରିଛନ୍ତି ।

jittmm
Leave A Reply

Your email address will not be published.