ଜାଡ଼ ପ୍ରବଳ : ଥରୁଛି କନ୍ଧମାଳ

ଫୁଲବାଣୀ : ପ୍ରବଳ ଜାଡ଼, ଥରୁଛି କନ୍ଧମାଳ । ପ୍ରବଳ ଶୀତ ଯୋଗୁଁ ଫୁଲବାଣୀରେ ତୁଷାରପାତ ହୋଇଥିବା ସୂଚନା ରହିଛି । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପ୍ରବଳ ମାତ୍ରାରେ ତୁଷାରପାତ ହୋଇଥିଲା । ଫୁଲବାଣୀ ସହରର ବିଭିନ୍ନ ସ୍ଥାନରେ ଏହି ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ବସ୍‌ଷ୍ଟାଣ୍ଡ୍‌ ନିକଟରେ, ନଦୀଖଣ୍ଡି ସାହି ଓ ସାର୍ଟିଗୁଡ଼ାରେ ଏହି ତୁଷାରପାତ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.