centurian jitm

ଝିଅ ନିଖୋଜ ନେଇ ତୁରେକେଲା ଥାନାରେ ଅଭିଯୋଗ କଲେ ପରିବାର ଲୋକେ

nschool

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡଡକଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାଗଫେଣା ଗାଁର ପ୍ରେମଶିଲା ସଗ୍ରିଆ ଗତ ନଭେମ୍ବର ୯ ତାରିଖ ରାତ୍ର ପ୍ରାୟ ବାରଟା ସମୟରୁ ନଖୋଜ ହୋଇଥିବା ନେଇ ତୁରେକେଲା ଥାନାରେ ଅଭିଯୋଗ ହୋଇଛି । ଆଜିକୁ ପ୍ରାୟ ପନ୍ଦର ଦିନ ହେଲା ଯୁବତୀଙ୍କ କିଛି ଖୋଜ ଖବର ମିଳୁ ନଥିବା ପରିବାର ବର୍ଗ କହିଛନ୍ତି । ନିଜ ଝିଅକୁ ଶୀଘ୍ର ଖୋଜି ଦେବା ପାଇଁ ସେମାନେ ପୋଲିସ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.