jayashree

ଆପତ୍ତିଜନକ ଭିଡ଼ିଓ ଭାଇରାଲ୍‌ କରି ଯୁବକ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆପତ୍ତିଜନକ ଭିଡ଼ିଓ ଭାଇରାଲ୍‌ କରି ଜଣେ ଯୁବକ ଗିରଫ୍‌ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବଲାଙ୍ଗିର ବେହେରାପାଲିର ଅସିତ୍‌ ପଟେଲ(୧୮) ଜଣେ ନାବାଳିକାଙ୍କ ସହ ଶାରିରୀକ ସଂପର୍କ ରଖିବା ସହ ଆପତ୍ତିଜନକ ଭିଡ଼ିଓ ଭାଇରାଲ୍‌ କରିଥିବା ଅଭିଯୋଗ ହେବା ପରେ କଡ଼ା ପଦକ୍ଷେପ ନେଇଛି ବଲାଙ୍ଗିର ଟାଉନ୍‌ ପୋଲିସ । ସଂପୃକ୍ତ ଯୁବକ ଅସିତ୍‌ଙ୍କୁ ଗିରଫ୍‌ କରାଯାଇଥିବା ବେଳେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.