csstore

‘କୋଶଳ ପ୍ରବାହ’ର ପ୍ରଭାବ : ଖବର ପ୍ରସାରଣ ପରେ ସଜଡ଼ା ହେଲା ଲାଇଟ୍‌

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ରେଳ ଓଭରବ୍ରିଜ ଉପରର ରେଳ ଧାରଣା ଉପରେ ଥିବା ଦୁଇଟି ଲାଇଟ୍‌ ଖୁମ୍ବର ଲାଇଟ୍‌ ଜଳୁ ନଥିବାରୁ ରାତିରେ ସେହି ବାଟ ଦେଇ ଯାଉଥିବା ପଥଚାରୀ, ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ଆମ ‘କୋଶଳ ପ୍ରବାହ’ରେ ଖବର ପ୍ରସାରଣ କରିଥିଲୁ । ଖବର ଦେଖି ଟିଟଲାଗଡ ପୌର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ଆମ ପ୍ରତିନିଧି ସଞ୍ଜୟ କୁମାର ନାୟକଙ୍କୁ ସଂଧ୍ୟା ସୁଦ୍ଧା ଏହି ସମସ୍ୟାର ସମାଧାନ କରିବୁ ବୋଲି କହିଥିଲେ । ସନ୍ଧ୍ୟାରେ ସଜାଡ଼ିବା ଗାଡି ଆସି ଲାଇଟ ସଜଡା ଯାଇଥିବା ଦେଖିବାକୁ ମିଳିଛି ।

jayashree
Leave A Reply

Your email address will not be published.