ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ ଓ ଗାନ୍ଧୀ ଜୟନ୍ତୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତାଲପାଲିପଡ଼ାଠାରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ ଓ ଗାନ୍ଧୀ ଜୟନ୍ତୀ ଅବସରରେ ପଡ଼ାର ସମସ୍ତ ସ୍ଥାନ ସଫା ସୁତୁରା କରାଯାଇଥିଲା । ଏଥିରେ ଆଶା ଦିଦି ସହିତ ତାଲପାଲିପଡ଼ା ମହିଳା ଆରୋଗ୍ୟ ସମିତିର ସମସ୍ତ ସଦସ୍ୟ ଯୋଗଦାନ ଦେଇ ସଫେଇ କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ଓ ଏକ ସ୍ୱଚ୍ଛତା ରାଲି କରି ସମସ୍ତଙ୍କୁ ସ୍ୱଚ୍ଛ ଭାରତ ଅଭିଯାନ ବିଷୟରେ ସମସ୍ତ ପଡ଼ାବାସୀଙ୍କୁ ବାର୍ତ୍ତା ଦେଇଥିଲେ ।

Leave A Reply

Your email address will not be published.