ଝରଣୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାମୋଡ ଗ୍ରାମରେ ଜନ ସମ୍ପର୍କ କାର୍ଯ୍ୟକ୍ରମ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରଣୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାମୋଡ ଗ୍ରାମରେ ଗତ ଗୁରୁବାର ଦିନ ଜନ ସମ୍ପର୍କ କାର୍ଯ୍ୟକ୍ରମ ହୋଇଥିଲା । ଏହି ଅବସରରେ ଅବସରପ୍ରାପ୍ତ ସୈନିକ ଗିରିରାଜ ସିଂ ମାଝି, ବିଜେଡି ଯୁବନେତା ଏବଂ ବିଜେଡି ବ୍ଳକ ସଭାପତି ଆଶାଦୁଲ୍ଲା ଖାଁ ଯୋଗଦେଇ ମିଶନ ଶକ୍ତିର ଏସ୍‌ଏଚ୍‌ଜି ମହିଳା ବୃନ୍ଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ ।

Leave A Reply

Your email address will not be published.