ବାଲେଶ୍ୱର ସହରରେ ୨ ବସ୍‌ ମୁହାଁମୁହିଁ ଧକ୍କା, ଡ୍ରାଇଭର ସମେତ ୧୬ ଆହତ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ବାଲେଶ୍ୱର ସହରରେ ୨ ବସ୍‌ ମୁହାଁମୁହିଁ ଧକ୍କା ହୋଇ ବସ୍‌ର ଡ୍ରାଇଭର ସମେତ ୧୬ ଜଣ ଆହତ ହୋଇଛନ୍ତି । ଟାମୁଳିଆ ଓଭର୍‌ ବ୍ରିଜ୍ ଉପରେ ୨ ବସ୍‌ ମୁହାଁମୁହିଁ ଧକ୍କା ହୋଇଥିବା କୁହାଯାଇଛି । ଆହତଙ୍କୁ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.