ସାଲେପାଲି ମାଉସୀ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ବରାହ ଅବତାର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ମାଉସୀ ମା’ ମନ୍ଦିରରେ ଗୁରୁବାର ଶ୍ରୀ ଜଗନ୍ନାଥ ବରାହ ଅବତାର ଧାରଣ କରିଥିଲେ । ଏହାକୁ ଅଞ୍ଚଳର ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ । ଏବେ ମାଉସୀ ମନ୍ଦିରରେ ପୂଜା ପାଉଛନ୍ତି ଶ୍ରୀ ଜଗନ୍ନାଥ ।

Leave A Reply

Your email address will not be published.