ପୋଖରୀରେ ବୁଡି ୨ ମହିଳା ମୃତ

ଜି. ଉଦୟଗିରି : ପୋଖରୀ ପାଣିରେ ବୁଡି ୨ ଜଣ ମହିଳା ମୃତ । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ଼ ଗ୍ରାମ ପଞ୍ଚାୟତ ଲିଙ୍ଗାଗଡ଼ ଗ୍ରାମ ନିକଟ ଘଟିଛି ଅଭାବନୀୟ ଘଟଣା । କୁତୁଲୁମା ପୋଖରୀ ପାଣିରେ ଗୋଡ଼ ଖସି ଦୁଇ ଜଣ ମହିଳା ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି । ସେମାନେ ହେଲେ କୁରୁମଣି ପ୍ରଧାନ ଓ ସୂର୍ଯ୍ୟମଣି ପ୍ରଧାନ ।

Leave A Reply

Your email address will not be published.