ଛତ୍ରପୁରର ପ୍ରସିଦ୍ଧ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମନ୍ଦିରରେ ଶିବ ବିବାହ ଉତ୍ସବ ସମ୍ପନ୍ନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମନ୍ଦିରରେ ବିଧିବଦ୍ଧ ଭାବେ ଦେବ ଦେବ ମହାଦେବଙ୍କ ସହ ଦେବୀ ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଯାଇଛି । ଶିବ ବିବାହ ଓ ଶୀତଳଷଷ୍ଠୀ ଦିବସ ଦୁଇଦିନ ଧରି ମହାସମାରୋହରେ ଯଥା ରୀତିରେ ପାଳିତ ହୋଇଯାଇଛି । ଦିଅଁଙ୍କ ବିବାହ ଉତ୍ସବ ବାଟବରଣ, ନଗର ପରିଭ୍ରମଣ, ଭୋଜି ଆସର ଆଦି ସମାହିତ ହେବା ପରେ ଗତକାଲି ଶୀତଳଷଷ୍ଠୀ ଉତ୍ସବ ମଧ୍ୟ ସମ୍ପନ୍ନ ହୋଇଯାଇଛି ।

Leave A Reply

Your email address will not be published.

error: Content is protected !!