ଚୁଡାପାଲି ଛକରେ ନିଆଁ ଲାଗି ଜଳିଗଲା ଜଣଙ୍କ ଜଳଖିଆ ଦୋକାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଉପକଣ୍ଠ ଚୁଡାପାଲି ଛକରେ ଜଣକ ଜଳଖିଆ ଦୋକାନରେ ନିଆଁ ଲାଗିିଯାଇଥିବା ସୂଚନା ମିଳିଛି । ଉକ୍ତ ଅଗ୍ନିକାଣ୍ଡ କିପରି ଘଟିଲା ତାର କାରଣ ଅସ୍ପଷ୍ଟ ଥିବା ବେଳେ ଖବର ପାଇ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ତେବେ ଦୋକାନ ମାଲିକଙ୍କ କହିବା ଅନୁସାରେ ଗ୍ୟାସ ଯୋଗୁଁ ଉକ୍ତ ଅଗ୍ନିକାଣ୍ଡ ଘଟିଛି ।

Leave A Reply

Your email address will not be published.