ଗୋପାଳନ ଓ ଦୁଗ୍ଧ ଉତ୍ପାଦନରେ ରାଜ୍ୟର ସଫଳତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚାଷୀଙ୍କ ଆୟ ବୃଦ୍ଧିରେ ପ୍ରାଣୀ ପାଳନର ବିଶେଷ ଭୂମିକା ରହିଛି । ଏଥିପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୨୦୦୦ ମସିହାରେ ୮. ୭୫ ଲକ୍ଷ ମେଟ୍ରିକ ଟନ୍‌ ଥିଲା, ୨୦୨୧ରେ ଏହା ୨୩.୭୫ ଲକ୍ଷ ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି । ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟରେ ଓମଫେଡ୍‌ର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.