csstore

କଣ୍ଟାବାଞ୍ଜି ଅବକାରୀ ବିଭାଗ ଦ୍ୱାରା ଗଞ୍ଜେଇ ଜବତ : ୧ ଗିରଫ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହର ଅନ୍ତର୍ଗତ ଅବକାରୀ ପୋଲିସ ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ଭୁଷୁଲାଡ ଗାଁର ମନୋରଞ୍ଜନ ଯୋଷୀଙ୍କ ଘରୁ ୨୪ କେଜି ୫୦୦ ଗ୍ରାମ୍‌ ଗଞ୍ଜେଇ ଜବତ କରିବା ସହ ମନୋରଞ୍ଜନ ଯୋଷୀଙ୍କୁ ଗିରଫ କରାଯାଇଛି । ଏହି ଅବସରରେ କଣ୍ଟାବାଞ୍ଜି ରେଞ୍ଜ ଇନ୍ସପେକ୍ଟର ସଚିନ୍ ବେହେରା, ବଙ୍ଗୋମୁଣ୍ଡାର ଓଆଇସି ସୁମିତ କୁମାର ସାହୁ, କଣ୍ଟାବାଞ୍ଜି ଓଆଇସି ପ୍ରବିଣ କୁମାର ସାହୁ, ଟିଟିଲାଗଡ଼ ଓଆଇସି ଆଶିଷ କୁମାର ବେହେରା, ଏଏସ୍‌ଆଇ ଆର୍ତ୍ତତ୍ରାଣ ବହିଦାର, ଏଏସ୍‌ଆଇ ସମିର ରଞ୍ଜନ ଭୋଇ, କନଷ୍ଟେବଳ ଆଶିଷ ପଟେଲ, ଦେବାର୍ଚନ ଭୋଇ, ମମତା ବେହେରା, ଲଳିତା ଭୋଇ, କୁମୁଦିନୀ ମଲିକ, ଶ୍ରୀପତି ନାୟକ, ଚନ୍ଦନ ପଟେଲ୍, ସୁନିଲ୍ ବଢେଇ ଏବଂ ଗଗନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.