ଆମ୍ବ ଖାଇବାକୁ ଆସି ଫସିଗଲା ହାତୀ

ଅନୁଗୁଳ : ଆମ୍ବ ଖାଇବାକୁ ଆସି ଫସିଗଲା ହାତୀ । ଅନୁଗୁଳ ରେଞ୍ଜ ବୃତ୍ତି ଗାଁ ଜଙ୍ଗଲରେ ଉକ୍ତ ଘଟଣାଟି ଘଟିଥିବା ଖବର ମିଳିଛି । ସୂଚନା ଅନୁସାରେ ହାତୀଟି ଆମ୍ବ ଖାଇବା ପାଇଁ ଆସିଥିବା ବେଳେ ଦୁଇଟି ଗଛ ମଝିରେ ହାତୀର ଗୋଡ଼ ଫସିଯାଇଛି । ଫଳରେ ସେ ସେଠାରୁ ବାହାରି ପାରୁନଥିବା ଦୃଶ୍ୟ ପରିଲକ୍ଷିତ ହୋଉଛି । ବନ ବିଭାଗ ପହଞ୍ଚି ଉଦ୍ଧାର ପାଇଁ ଯୋଜନା କରୁଥିବା ଜଣାପଡିଛି ।

Leave A Reply

Your email address will not be published.