ନିଜ ସ୍ୱାମୀଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବୀରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ତାଙ୍କ ବିଧବା ପତ୍ନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଜ ସ୍ୱାମୀଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବୀରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି କଣ୍ଟାବାଞ୍ଜି ଉପଖଣ୍ଡର ଜଣେ ମହିଳା । ସୂଚନା ଅନୁସାରେ ଗତ ୨ ମାସ ଆଗରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ହେଲେ ଏପର୍ଯ୍ୟନ୍ତ ପୋଲିସ ଘଟଣାର ସମାଧାନ କରିପାରି ନାହିଁ ବୋଲି ପରିବାର ଲୋକେ କହିଛନ୍ତି । ତେଣୁ ଏନେଇ ଯୁବକଙ୍କ ପରିବାର ଲୋକେ ଓ ତାଙ୍କ ବିଧବା ପତ୍ନୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ମାଗିଛନ୍ତି ।

Leave A Reply

Your email address will not be published.