ରୁଗୁଡିପଡା ଦୁର୍ଗାପୂଜା ଟ୍ରଷ୍ଟର ଉପଦେଷ୍ଟା ତଥା ମାର୍ଗଦର୍ଶକ ସ୍ୱର୍ଗତ ବିଶ୍ୱଜିତ ନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜସେବୀ ପୂର୍ବତନ କ୍ରିକେଟ ଖେଳାଳୀ ରୁଗୁଡିପଡା ଦୁର୍ଗାପୂଜା ଟ୍ରଷ୍ଟର ଉପଦେଷ୍ଟା ପୂର୍ବତନ ଟାକ୍ସବାର ଆସୋସିଏସନର ସଭାପତି ସ୍ୱର୍ଗତ ବିଶ୍ୱଜିତ ନାୟକଙ୍କ ଦ୍ୱାଦଶାହରେ ବଲାଙ୍ଗିର ରୁଗୁଡିପଡା ଦୁର୍ଗାମଣ୍ଡପଠାରେ ଦୁର୍ଗାପୂଜା ଟ୍ରଷ୍ଟ ଆନୁକୂଲ୍ୟରେ ସ୍ୱର୍ଗତ ବିଶ୍ୱଜିତ ନାୟକଙ୍କୁ ଶୋକସଭା ମାଧ୍ୟମରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । । ଏହି ସଭାରେ ସଭାପତିତ୍ୱ କରିଥିଲେ ଟ୍ରଷ୍ଟର ସଭାପତି ଚେତନାନନ୍ଦ ପଣ୍ଡା, ହରି ନାରାୟଣ ପୂଝାରୀଙ୍କ ଆବାହକତ୍ୱ ଏବଂ ବରିଷ୍ଠ ସାମ୍ବାଦିକ ସୁବାଷ ଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ସଭା ଅନୁଷ୍ଠିତ ହୋଇଥିବା ବେଳେ ବିଶ୍ୱଜିତ ଦାଶ, କୃଷ୍ଣଚନ୍ଦ୍ର ମିଶ୍ର, ଗଣେଷ ଦୀକ୍ଷିତ, ରାଜୁ ଶର୍ମା, ସନାତନ ଠାକୁର, ଭବାନୀ ଶଙ୍କର ଶତପଥି, ରାହାସ ବିହାରୀ ମାଝି, ହିମାଂଶୁ ଶେଖର ପାଢି, ଲକ୍ଷ୍ମୀ ପଟ୍ଟନାୟକ, ଚିତ୍ତ ରଞ୍ଜନ ଦାଶ, ପ୍ରଭାସ ପାଣିଗ୍ରାହୀ, ତେଜରାଜ ସିଂ, ସାନ୍ତନୁ ଭୋଇ, ପ୍ରଦୀପ କୁମାର ମହାନ୍ତି, ରମଣୀ ରଞ୍ଜନ ପଣ୍ଡା ଓ ଅର୍ଜୁନ ରଞ୍ଜନ ପଣ୍ଡା ସ୍ମୃତିଚାରଣ କରିଥିବା ବେଳେ ଏହି ଶୋକସଭାରେ ବିଶେଶ୍ୱର ପୁଝାରୀ, ଜୟନ୍ତ ମହାନ୍ତି, ଉଦିତ ନାରାୟଣ ପଣ୍ଡା, ମୋହନ ପାଣ୍ଡିଆ, ସୁଧିର ପଣ୍ଡା, ପ୍ରଦ୍ୟୁମ୍ନ ପୁରୋହିତ, ପଦ୍ମନାଭ ବେହେରା, ଲକ୍ଷ୍ମୀ ମହାରଣା, ସଞ୍ଜିବ ଶତପଥି, ରଞ୍ଜନ ଠାକୁର, ଶ୍ରୀକାନ୍ତ ରାଉତ, ଗୋଲକ ସିଂହଦେଓ, ବିଭୁତି ଭୂଷଣ ମିଶ୍ର, ଅଜୟ ରଥ, ନୟନ ମହାନ୍ତି, ଗଙ୍ଗୁ ହୋତା, ସଞ୍ଜୟ ପୁଜାରୀ, ରମେଶ ଘିବେଲା ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.