oom

ଦକ୍ଷିଣ ପୂର୍ବ ରେଳ ଜୋନ୍‌ର ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟିକୁ ରେଳ ବ୍ୟବହାରକାରୀ ସଂଘ ସଭାପତି ମନୋନୀତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : କଲିକତା ଗାଡେନରିଚ୍ ସ୍ଥିତ ଦକ୍ଷିଣ ପୂର୍ବ ରେଳ ବ୍ୟବହାରକାରୀ ପରାମର୍ଶ କମିଟିକୁ ରେଳ ବ୍ୟବହାରକାରୀ ସଂଘ ସଭାପତି ଇଂ ଉତ୍ତମ କୁମାର ସାମଲ ଦୁଇ ବର୍ଷ ପାଇଁ ତା.୧/ ୨/ ୨୩ରୁ ତା.୩୧/ ୧/୨୫ ପର୍ଯ୍ୟନ୍ତ ମନୋନୀତ ହୋଇଛନ୍ତି । ଏହି ସମୟ ମଧ୍ୟରେ ରାଉରକେଲା ରେଳ ବ୍ୟବହାରକାରୀ ସଂଘ ତରଫରୁ ପ୍ରତିନିଧିତ୍ୱ କରି ରାଉରକେଲା ତଥା ଏହାର ପାର୍ଶ୍ବାଞ୍ଚଳର ବିଭିନ୍ନ ରେଳ ସମସ୍ୟାର ନିରାକରଣ ତଥା ରାଉରକେଲା ସହ ବିଭିନ୍ନ ସହର ସହିତ ରେଳ ଯୋଗାଯୋଗ ଉନ୍ନତି ତଥା କାର୍ଯ୍ୟକାରୀ ପାଇଁ ଦୃଢ ଦାବୀ ଉପସ୍ଥାପନା କରାଯିବ । ଏଥିପାଇଁ ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକଙ୍କୁ ଧନ୍ୟବାଦ ଦିଆଯାଇଛି ବୋଲି ଶ୍ରୀ ସାମଲ ଜଣାଇଛନ୍ତି ।

jittmm
Leave A Reply

Your email address will not be published.