ପ୍ରଥମ ଥର ମାଲକାନଗିରିରେ ଉଦ୍‌ଘାଟିତ ହେଲା କୋରକୁଣ୍ଡା ବ୍ଲକ ଗ୍ରାମ ନ୍ୟାୟାଳୟ

ମାଲକାନଗିରି : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଆଜି ପ୍ରଥମ ଥର କରି ଲୋକାର୍ପିତ ହୋଇଛି ଗ୍ରାମ ନ୍ୟାୟାଳୟ । ଏହା ଜିଲ୍ଲାର କୋରୁକୁଣ୍ଡା ବ୍ଲକ ଅଞ୍ଚଳରେ ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠା କରାଯାଇଛି । ଗତକାଲି ଏହାକୁ ମାନ୍ୟବର ହାଇକୋର୍ଟର ମୁଖ୍ୟ ବିଚାରପତି ଡଃ ଏସ୍ ମୁରଲୀଧର ପ୍ରଥମ ଥର ପାଇଁ ଆଭାସି ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି ।

Leave A Reply

Your email address will not be published.