ଭୁବନେଶ୍ୱର : ‘ଶଲା ବୁଢ଼ାର ବଦ୍ଲା’ ଏମିତି ଏକ ଚଳଚ୍ଚିତ୍ର ଯିଏ ଥରେ ଦେଖିଛି ତା’ର ପ୍ରଶଂସା ନକରି ରହି ପାରିନି । ପୂର୍ବରୁ ସୁପରହିଟ୍ ହୋଇସାରିଥିବା ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର “ଶଲା ବୁଢ଼ାର ବଦ୍ଲା’ ଖୁବ୍ ଶୀଘ୍ର ଏକ ନୂଆ ମେକ୍ ଇନ୍ ସହିତ ପାନ୍ ଲଣ୍ଡିଆରେ ମୁକ୍ତିଲାଭ କରିବ । ମାର୍ଚ୍ଚରେ ଫ୍ରେଶ ରିମେକ୍ ସହିତ ଓଡ଼ିଆ ଭାଷାରେ ଏହାକୁ ଦେଖିବାକୁ ସୁଯୋଗ ପାଇବେ ଦର୍ଶକ । କୋଶଲୀ ଭାଷାରେ ନିର୍ମିତ ଏହି ଚଳଚ୍ଚିତ୍ରକୁ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ର ନିର୍ଦ୍ଦେଶନା ଦେଇଛନ୍ତି ।

Prev Post