ଆସନ୍ତା ୫ରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆସନ୍ତା ୫ ତାରିଖ ରବିବାର ପବିତ୍ର ମାଘ ପୂର୍ଣ୍ଣମୀରେ ଶ୍ରୀବିଗ୍ରହଙ୍କ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ ହେବ । ସେଥିପାଇଁ ଶ୍ରୀମନ୍ଦିର ନୀଳାଦ୍ରି ମ୍ୟୁଜିୟମ୍‌ରେ ବେଶ ପ୍ରସ୍ତୁତି ଆରମ୍ଭ ହୋଇଛି । ଦୟଣା ମାଳି ସେବକ ବସନ୍ତ କୁମାର ରଣାଙ୍କ ତତ୍ତ୍ୱାବଧାନରେ କାରିଗରଙ୍କ ସମେତ ଲାଗିଛନ୍ତି ଦର୍ଜୀ ଓ ଚିତ୍ରକର ସେବକ । ଠାକୁରଙ୍କ ଶ୍ରୀହସ୍ତ ପଦ ଆଦି ବେଶଭୂଷା ତିଆରି ଚାଲିଛି ।

Leave A Reply

Your email address will not be published.

error: Content is protected !!