ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ୍ ଅଫିସର ସଂଗ୍ରାମ କେଶରୀ ମନହିରା

ସୁନ୍ଦରଗଡ଼ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫରେଷ୍ଟ ରେଞ୍ଜ୍ ଅଫିସର ସଂଗ୍ରାମ କେଶରୀ ମନହିରାଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ସଂଗ୍ରାମ କେଶରୀଙ୍କ ସରକାରୀ ବାସଭବନ ସମେତ ବଲାଙ୍ଗିର ପୈତୃକ ଘରେ ରେଡ୍ ହୋଇଛି । ସୂଚନାନୁଯାୟୀ, ଏହି ରେଡ୍‌ରେ ୫ ଜଣ ଡିଏସ୍‌ପି, ୮ ଜଣ ଇନ୍ସପେକ୍ଟର, ୨ ଏଏସ୍‌ଆଇ ସାମିଲ ଅଛନ୍ତି । ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍ ଚାଲିଛି । ସମ୍ବଲପୁର, ବଲାଙ୍ଗିର, ସୁନ୍ଦରଗଡ଼ରେ ଭିଜିଲାନ୍ସ ରେଡ୍ ହୋଇଛି ।

Leave A Reply

Your email address will not be published.