csstore

ଅର୍ଜୁନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଲୋଇସିଂହା (କେପିଏନ୍‌ଏସ୍‌) : ଅର୍ଜୁନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଘୁଙ୍ଗୀ ଅନ୍ତିମ ଦିବସରେ ଆଜିକାର ମୁଖ୍ୟ ଅତିଥି ଭାବେ ଲୋଇସିଂହା ଯୁବନେତା ତଥା ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ସାରଗଡ଼ ଗ୍ରାମ ପଞ୍ଚାୟତ ସରପଞ୍ଚ ସରୋଜ ବେହେରା, ୩୪ ନଂ. ଜୋନ ଜିଲ୍ଲା ପରିଷଦ ପ୍ରତିନିଧି ତଥା ସାରଗଡ଼ ପୂର୍ବତନ ସରପଞ୍ଚ କୈଳାଶ ବରିହା, ସମାଜସେବୀ ପ୍ରେମ କିଶୋର ଏବଂ ଜୟଦେବ ବାରିକ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

jayashree
Leave A Reply

Your email address will not be published.