ରାଉରକେଲା ବିମାନ ବନ୍ଦରରେ ଯାତ୍ରୀଙ୍କ ଠାରୁ ଗୁଳି ଜବତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିମାନ ବନ୍ଦରରେ ଜଣେ ଯାତ୍ରୀଙ୍କ ଠାରୁ ସୁରକ୍ଷା କର୍ମୀ ଜବତ କରିଛନ୍ତି ଗୁଳି । ଯାତ୍ରୀ ଜଣକ ବ୍ୟାଗ୍‌ରେ ଏହି ଗୁଳି ରଖିଥିବା ବେଳେ ସ୍କାନରରେ ତାହା ଧରାପଡ଼ିଥିଲା । ଛେଣ୍ଡ ଥାନା ପୁଲିସ ଗୁଳିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ରାଉରକେଲାରେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply

Your email address will not be published.