ଯୁବା ପ୍ରତାପି ସେନା ଦ୍ୱାରା ମୃତ ଷଣ୍ଢ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟିକ୍ରାପଡା ସାଇ ଭୁଜାମିଲ୍‌ ପାଖରେ ଏକ ମୃତ ଷଣ୍ଢକୁ ଉଦ୍ଧାର କଲା ଯୁବା ପ୍ରତାପି ସେନା । ସୂଚନା ଅନୁସାରେ, ଟିକ୍ରାପଡା ସ୍ଥିତ ସାଇ ଭୁଜାମିଲ୍‌ ପାଖରେ ଏକ ଷଣ୍ଢର କୌଣସି ଅଖାଦ୍ୟ ଯୋଗୁଁ ପେଟ ଫୁଲି ତାର ମୃତ୍ୟୁ ଘଟିଥିଲା । ଏହି ଖବର ପାଇ ଯୁବା ପ୍ରତାପି ସେନା ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମୃତ ଷଣ୍ଢକୁ ଉଦ୍ଧାର କରିଥିବା ଜଣାପଡିଛିି ।

Leave A Reply

Your email address will not be published.

error: Content is protected !!